13. ତମ ଶିଶୁ ଅନୁକୂଳତମ ଥିଲା କି
15. ଅସୁରକ୍ଷିତ ମଧ୍ୟ ରୁ କିଛି
16. ମାଆର ଗର୍ଭାବସ୍ତା ସମୟରେ କିଛି ସଂକ୍ରମଣ/ ରୋଗ ହୋଇଥିଲା କି
17. ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ କାନ୍ଦିଲା କି
21. ପ୍ରସବ ପରେ ଶିଶୁକୁ NICU ରେ ରଖାଯାଇଥିଲା କି?
22. ଶିଶୁର ଟିକାକରଣ ହେଇଚି କି ?
1. ଅସ୍ୱଭାବିକ (ବଡ ବା ସାନ ) ମୁଣ୍ଡ
3.ଆଖିକୁ ବାର୍ ବାର୍ ଝାଙ୍କିବା ବା ସଙ୍କୋଚନ କରିବା
4. ଅସ୍ୱଭାବିକ କାନ/ଓଠ/ନାକ/ହାତ ଓ ଗୋଡ
10. ନିମ୍ନ ଓଜନ ବା ଅତ୍ୟଧିକ ଓଜନ
11. ପାଉଁଶିଆ, ସହଜରେ ହାଲିୟା ହେବା
16. ଦାନ୍ତରେ ଧଳା/ ମାଟିଆ ଦାଗ
17. ଦାନ୍ତ ମାଢି ରକ୍ତକୁ ଗିଳିବା
18. ଆଙ୍ଗୁଠି ସନ୍ଧିରେ ରାତ୍ରି ସମୟରେ କୁଣ୍ଡିଆ ଏବଂ ଅଣ୍ଡାକାର ଚିହ୍ନ
19. ଛୋଟ ସ୍ୱାସ ପ୍ରକ୍ରିଆ / ସୁସୁରି ଶବ୍ଦ
1. ତମ ଛୁଆ ଏକା ଏକା ଚାଲେ କି?
2. ତମ ଛୁଆ କୌଣସି ଡବାରେ ଛୋଟ ଛୋଟ ବସ୍ତୁ ପକାଇ ଖେଳେ କି?
3. ତମ ଛୁଆକୁ କୌଣସି ବସ୍ତୁ କେଉଁଠି ଅଛି ବୋଲି ପଚାରିଲେ ସେ ଇଙ୍ଗିତ କରେ କି? ବଲ୍ କେଉଁଠି ଅଛି ବୋଲି ପଚାରିଲେ ବିଷି ଆଙ୍ଗୁଠି ଦେଖାଏ କି?
Add description here!
4. ତମ ଛୁଆ ସାଧାରଣ ଗୋଟିଏ ବାକ୍ୟ ଯେମିତି କି ବସକୁ ଅନୁସରଣ କରେ କି?
5. ତମ ଛୁଆ ଅନ୍ତତ ଦୁଇ ଅଙ୍କ ବିଷିଷ୍ଟ ଶବ୍ଦ ଯେମିତି କି ମାମା, ଦାଦା, କୁକୁର, ବିଲେଇ ଏବଂ ବଲ୍ ଯଦିଓ ସ୍ୱଷ୍ଟ ନ ଥାଏ
6. ତମ ଛୁଆ ଖେଳନାକୁ ଖୋଜି ତାକୁ ଏପଟ ସେପଟ ଆଙ୍ଗୁଠି ସାହାର୍ଯ୍ୟରେ ଟଣା ଓଟରା କରେ କି?
Add description here!
ମୁଁ ଏହା ଦ୍ଵାରା ନିଶ୍ଚିତ କରେ ଯେ ମୋ ପିଲାଙ୍କ ଚିକିତ୍ସା ଅବସ୍ଥା ବିଷୟରେ ମୁଁ ପ୍ରଦାନ କରିଥିବା ସୂଚନା ସତ୍ୟ ଅଟେ, ମୁଁ ଏହା ଉତ୍ତମ ବିବେକ ସହିତ ଆପଣାକୁ ଲେଖି ଜଣାଉଅଛି |
About The Author: Pooja
More posts by Pooja