13. ତମ ଶିଶୁ ଅନୁକୂଳତମ ଥିଲା କି
15. ଅସୁରକ୍ଷିତ ମଧ୍ୟ ରୁ କିଛି
16. ମାଆର ଗର୍ଭାବସ୍ତା ସମୟରେ କିଛି ସଂକ୍ରମଣ/ ରୋଗ ହୋଇଥିଲା କି
17. ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ କାନ୍ଦିଲା କି
21. ପ୍ରସବ ପରେ ଶିଶୁକୁ NICU ରେ ରଖାଯାଇଥିଲା କି?
22. ଶିଶୁର ଟିକାକରଣ ହେଇଚି କି ?
1. ଅସ୍ୱଭାବିକ (ବଡ ବା ସାନ ) ମୁଣ୍ଡ
3.ଆଖିକୁ ବାର୍ ବାର୍ ଝାଙ୍କିବା ବା ସଙ୍କୋଚନ କରିବା
4. ଅସ୍ୱଭାବିକ କାନ/ଓଠ/ନାକ/ହାତ ଓ ଗୋଡ
10. ନିମ୍ନ ଓଜନ ବା ଅତ୍ୟଧିକ ଓଜନ
11. ପାଉଁଶିଆ, ସହଜରେ ହାଲିୟା ହେବା
16. ଦାନ୍ତରେ ଧଳା/ ମାଟିଆ ଦାଗ
17. ଦାନ୍ତ ମାଢି ରକ୍ତକୁ ଗିଳିବା
18. ଆଙ୍ଗୁଠି ସନ୍ଧିରେ ରାତ୍ରି ସମୟରେ କୁଣ୍ଡିଆ ଏବଂ ଅଣ୍ଡାକାର ଚିହ୍ନ
19. ଛୋଟ ସ୍ୱାସ ପ୍ରକ୍ରିଆ / ସୁସୁରି ଶବ୍ଦ
1.ତମ ଛୁଆକୁ ଦିନ କିମ୍ବା ରାତ୍ରି ସମୟରେ ଦେଖିବାରେ କଷ୍ଟ ଅନୁଭବ କରେ କି?
2. ତମ ଛୁଆଙ୍କ ବୟସ ସମାନ ଅନ୍ୟ ଛୁଆ ତୁଳନାରେ ତୁମ ଛୁଆର ଚାଲିବାରେ ବିଳମ୍ବ ହେଉଛି କି?
3. ତମ ଛୁଆଙ୍କର ହାତ ଓ ଗୋଡରେ କଠିନ, ଦୋଳାୟମାନ/ କମ ଶକ୍ତି ଅନୁଭୂତି ହୁଏ କି?
Add description here!
4. ତମ ଛୁଆଙ୍କର ଜନ୍ମରୁ ଆଜି ପର୍ଯ୍ୟନ୍ତ କେବେ ମୁର୍ଛା, ବା ଦେହ କୋଠର ବା ହଠାତ୍ ଦେହ ଥରେ ବା ହାତ ଓ ଗୋଡ ସଙ୍କୁଚିତ ହୁଏ ବା ସଂପୂର୍ଣ୍ଣ ଶରିରରେ ?
5. ତମ ଛୁଆଙ୍କ ବୟସ ସମାନ ଅନ୍ୟ ଛୁଆ ତୁଳନାରେ ତୁମ ଛୁଆର ପଢିବା - ଲେଖିବାରେ ବା ଛୋଟ ଛୋଟ ହିସାବ କରିବାରେ କଷ୍ଟ ହୁଏ କି?
6. ତମ ଛୁଆଙ୍କ ବୟସ ସମାନ ଅନ୍ୟ ଛୁଆ ତୁଳନାରେ ତୁମ ଛୁଆର କହିବାରେ କଷ୍ଟ ହୁଏ କି?
7. ତମ ଛୁଆଙ୍କ ବୟସ ସମାନ ଅନ୍ୟ ଛୁଆ ତୁଳନାରେ ତମ ଛୁଆ ଅନ୍ୟ ମାଧ୍ୟମରେ କଥା କହେ କି?
8. ତମ ଛୁଆର ବିନା ଶ୍ରବଣ ଯନ୍ତ୍ରରେ ଶୁଣିବାରେ ଅସୁବିଧା ହୁଏ କି?
Add description here!
9. ତମ ଛୁଆଙ୍କ ବୟସ ସମାନ ଅନ୍ୟ ଛୁଆ ତୁଳନାରେ ତୁମ ଛୁଆର ସ୍କୁଲ କାର୍ଯ୍ୟ, ଘରେ ବା ଖେଳରେ ଜୀବନ ପରିପୋଷଣ କରିବାରେ ଅସୁବିଧା ହୁଏ କି?
Add description here!
10.ତମ ଛୁଆଙ୍କ ବୟସ ସମାନ ଅନ୍ୟ ଛୁଆ ତୁଳନାରେ ତୁମ ଛୁଆର ନୂଆ କଥା ଶିଖିବାରେ ଅସୁବିଧା ହୁଏ କି?
Add description here!
ମୁଁ ଏହା ଦ୍ଵାରା ନିଶ୍ଚିତ କରେ ଯେ ମୋ ପିଲାଙ୍କ ଚିକିତ୍ସା ଅବସ୍ଥା ବିଷୟରେ ମୁଁ ପ୍ରଦାନ କରିଥିବା ସୂଚନା ସତ୍ୟ ଅଟେ, ମୁଁ ଏହା ଉତ୍ତମ ବିବେକ ସହିତ ଆପଣାକୁ ଲେଖି ଜଣାଉଅଛି |
About The Author: Pooja
More posts by Pooja