13. ତମ ଶିଶୁ ଅନୁକୂଳତମ ଥିଲା କି
15. ଅସୁରକ୍ଷିତ ମଧ୍ୟ ରୁ କିଛି
16. ମାଆର ଗର୍ଭାବସ୍ତା ସମୟରେ କିଛି ସଂକ୍ରମଣ/ ରୋଗ ହୋଇଥିଲା କି
17. ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ କାନ୍ଦିଲା କି
21. ପ୍ରସବ ପରେ ଶିଶୁକୁ NICU ରେ ରଖାଯାଇଥିଲା କି?
22. ଶିଶୁର ଟିକାକରଣ ହେଇଚି କି ?
1. ଅସ୍ୱଭାବିକ (ବଡ ବା ସାନ ) ମୁଣ୍ଡ
3.ଆଖିକୁ ବାର୍ ବାର୍ ଝାଙ୍କିବା ବା ସଙ୍କୋଚନ କରିବା
4. ଅସ୍ୱଭାବିକ କାନ/ଓଠ/ନାକ/ହାତ ଓ ଗୋଡ
10. ନିମ୍ନ ଓଜନ ବା ଅତ୍ୟଧିକ ଓଜନ
11. ପାଉଁଶିଆ, ସହଜରେ ହାଲିୟା ହେବା
16. ଦାନ୍ତରେ ଧଳା/ ମାଟିଆ ଦାଗ
17. ଦାନ୍ତ ମାଢି ରକ୍ତକୁ ଗିଳିବା
18. ଆଙ୍ଗୁଠି ସନ୍ଧିରେ ରାତ୍ରି ସମୟରେ କୁଣ୍ଡିଆ ଏବଂ ଅଣ୍ଡାକାର ଚିହ୍ନ
19. ଛୋଟ ସ୍ୱାସ ପ୍ରକ୍ରିଆ / ସୁସୁରି ଶବ୍ଦ
1. ତମ ଛୁଆ ପାହାଚ ଚଢି ଏବଂ ଓଲ୍ଲାଇ ପାରେ କି?
2. ତମ ଛୁଆ ନିଜେ ନିଜେ ଖାଇପାରେ କି ହାତ କିମ୍ବା ଚାମଚ ସାହାର୍ଯ୍ୟରେ।
3. ତମ ଛୁଆ ଦୁଇଟି ଶବ୍ଦକୁ ଯୋଡି କହିପାରେ କି ଯେମିତି କି ମାଆ ଖିର, କାର୍ ଯାଏ।
Add description here!
4. ତମ ଛୁଆ ଅନ୍ୟ ପିଲାଙ୍କ ସହ ମିସି ଖେଳେ କି?
5. ତମ ଛୁଆ ଛଳନାରେ ଖେଳନାକୁ ଖୁଆଇବାକୁ ଭଲ ପାଏ କି?
ମୁଁ ଏହା ଦ୍ଵାରା ନିଶ୍ଚିତ କରେ ଯେ ମୋ ପିଲାଙ୍କ ଚିକିତ୍ସା ଅବସ୍ଥା ବିଷୟରେ ମୁଁ ପ୍ରଦାନ କରିଥିବା ସୂଚନା ସତ୍ୟ ଅଟେ, ମୁଁ ଏହା ଉତ୍ତମ ବିବେକ ସହିତ ଆପଣାକୁ ଲେଖି ଜଣାଉଅଛି |
About The Author: Pooja
More posts by Pooja