13. ତମ ଶିଶୁ ଅନୁକୂଳତମ ଥିଲା କି
15. ଅସୁରକ୍ଷିତ ମଧ୍ୟ ରୁ କିଛି
16. ମାଆର ଗର୍ଭାବସ୍ତା ସମୟରେ କିଛି ସଂକ୍ରମଣ/ ରୋଗ ହୋଇଥିଲା କି
17. ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ କାନ୍ଦିଲା କି
21. ପ୍ରସବ ପରେ ଶିଶୁକୁ NICU ରେ ରଖାଯାଇଥିଲା କି?
22. ଶିଶୁର ଟିକାକରଣ ହେଇଚି କି ?
1. ଅସ୍ୱଭାବିକ (ବଡ ବା ସାନ ) ମୁଣ୍ଡ
3.ଆଖିକୁ ବାର୍ ବାର୍ ଝାଙ୍କିବା ବା ସଙ୍କୋଚନ କରିବା
4. ଅସ୍ୱଭାବିକ କାନ/ଓଠ/ନାକ/ହାତ ଓ ଗୋଡ
10. ନିମ୍ନ ଓଜନ ବା ଅତ୍ୟଧିକ ଓଜନ
11. ପାଉଁଶିଆ, ସହଜରେ ହାଲିୟା ହେବା
16. ଦାନ୍ତରେ ଧଳା/ ମାଟିଆ ଦାଗ
17. ଦାନ୍ତ ମାଢି ରକ୍ତକୁ ଗିଳିବା
18. ଆଙ୍ଗୁଠି ସନ୍ଧିରେ ରାତ୍ରି ସମୟରେ କୁଣ୍ଡିଆ ଏବଂ ଅଣ୍ଡାକାର ଚିହ୍ନ
19. ଛୋଟ ସ୍ୱାସ ପ୍ରକ୍ରିଆ / ସୁସୁରି ଶବ୍ଦ
1. ଆପଣଙ୍କ ଶିଶୁ ସ୍ଵାଧୀନ ଭାବରେ ଗମନାଗମନ/ଦୌଡାଦୌଡି କରନ୍ତି କି?
2. ଆପଣଙ୍କ ଶିଶୁ ସରଳ ବାକ୍ୟରେ କଥାବାର୍ତ୍ତା / ଯୋଗାଯୋଗ କରିପାରନ୍ତି କି?
3. ଆପଣଙ୍କ ଶିଶୁ ତାହାର ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ଓ ଖେଳାଖେଳି କରନ୍ତି କି?
Add description here!
4. ଆପଣଙ୍କ ଶିଶୁ ପେନସିଲ ନିଜ ହାତରେ ଧରି ଚିତ୍ର ଆଙ୍କିବା ବା ଗାରେଇବାରେ ବା ଲେଖାଲେଖି କରିବାରେ ସକ୍ଷମ ଅଟନ୍ତି କି?
5. ଆପଣଙ୍କ ଶିଶୁ ଯେକୌଣସି ଭାଷାର ଅକ୍ଷରକୁ ଅଳ୍ପ ମାତ୍ରରେ ମଧ୍ୟ ଚିହ୍ନିବାରେ ସକ୍ଷମ ଅଟନ୍ତି କି?
6. ଆପଣଙ୍କ ଶିଶୁ ସଙ୍କେତ (ମଳମୂତ୍ର ତ୍ୟାଗ ପାଇଁ ) ଦେବାରେ ଏବଂ ପାଇଖାନା ବ୍ୟବହାର କରିବାରେ ସ୍ଵାଧୀନ ଅଟନ୍ତି କି?
Add description here!
7. ଆପଣଙ୍କ ଶିଶୁ ପାଖରେ ଅସ୍ଵାଭାବିକ ଲକ୍ଷଣ ଯଥା ଛୋଟେଇ ଚାଲିବା କିମ୍ବା ଚଟାଣରୁ ଉଠିବାରେ ଅସୁବିଧା, ଇତ୍ୟାଦି ବିଷୟ ଦେଖୁଛନ୍ତି କି?
Add description here!
ମୁଁ ଏହା ଦ୍ଵାରା ନିଶ୍ଚିତ କରେ ଯେ ମୋ ପିଲାଙ୍କ ଚିକିତ୍ସା ଅବସ୍ଥା ବିଷୟରେ ମୁଁ ପ୍ରଦାନ କରିଥିବା ସୂଚନା ସତ୍ୟ ଅଟେ, ମୁଁ ଏହା ଉତ୍ତମ ବିବେକ ସହିତ ଆପଣାକୁ ଲେଖି ଜଣାଉଅଛି |
About The Author: Pooja
More posts by Pooja