13. ତମ ଶିଶୁ ଅନୁକୂଳତମ ଥିଲା କି
15. ଅସୁରକ୍ଷିତ ମଧ୍ୟ ରୁ କିଛି
16. ମାଆର ଗର୍ଭାବସ୍ତା ସମୟରେ କିଛି ସଂକ୍ରମଣ/ ରୋଗ ହୋଇଥିଲା କି
17. ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ କାନ୍ଦିଲା କି
21. ପ୍ରସବ ପରେ ଶିଶୁକୁ NICU ରେ ରଖାଯାଇଥିଲା କି?
22. ଶିଶୁର ଟିକାକରଣ ହେଇଚି କି ?
1. ଅସ୍ୱଭାବିକ (ବଡ ବା ସାନ ) ମୁଣ୍ଡ
3.ଆଖିକୁ ବାର୍ ବାର୍ ଝାଙ୍କିବା ବା ସଙ୍କୋଚନ କରିବା
4. ଅସ୍ୱଭାବିକ କାନ/ଓଠ/ନାକ/ହାତ ଓ ଗୋଡ
10. ନିମ୍ନ ଓଜନ ବା ଅତ୍ୟଧିକ ଓଜନ
11. ପାଉଁଶିଆ, ସହଜରେ ହାଲିୟା ହେବା
16. ଦାନ୍ତରେ ଧଳା/ ମାଟିଆ ଦାଗ
17. ଦାନ୍ତ ମାଢି ରକ୍ତକୁ ଗିଳିବା
18. ଆଙ୍ଗୁଠି ସନ୍ଧିରେ ରାତ୍ରି ସମୟରେ କୁଣ୍ଡିଆ ଏବଂ ଅଣ୍ଡାକାର ଚିହ୍ନ
19. ଛୋଟ ସ୍ୱାସ ପ୍ରକ୍ରିଆ / ସୁସୁରି ଶବ୍ଦ
1. ତମ ଛୁଆ ହାତ ଆଉ ଗୋଡ ସାହାର୍ଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ଯାଏ କି?
2. ତମ ଛୁଆ ବୁଢା ଓ ବିଷି ଆଙ୍ଗୁଠି ସାହାର୍ଯ୍ୟରେ ଛୋଟ ବସ୍ତୁ ବା କିସ୍ମିସକୁ ଉଠାଏ କି?
3. ତମ ଛୁଆ ତମେ ନା କହିଲେ ସେ ତା କାମ ସବୁ ବନ୍ଦ କରିଦିଏ କି?
4. ତମ ଛୁଆ ବିସୟବସ୍ତୁ ପୂର୍ଣ୍ଣ ଶବ୍ଦ ଯେମିତି ମାଆ, ବା, ଆପା, ଦାଦା କହିପାରେ କି?
5. ତମ ଛୁଆ ତାଳି, ଟାଟା, ଚୂମା ଭଳିଆ କାର୍ଯ୍ୟ ସବୁ ଅନୁକରଣ କରେ କି?
6.ତମ ଛୁଆ ଅନ୍ୟ କେହି ଧରିଲେ କାନ୍ଦେ କି? ତମ ଛୁଆ ଘର ଲୋକ ଏବଂ ବାହାର ଲୋକଙ୍କ ମୁହଁ ଚିହ୍ନି ପାରେ କି?ହଁ
Add description here!
7. ତମ ଛୁଆ ସଂପୂର୍ଣ୍ଣ ରୂପେ ଲୁଚିଥିବା ବସ୍ତୁକୁ ଖୋଜେ କି?
Add description here!
ମୁଁ ଏହା ଦ୍ଵାରା ନିଶ୍ଚିତ କରେ ଯେ ମୋ ପିଲାଙ୍କ ଚିକିତ୍ସା ଅବସ୍ଥା ବିଷୟରେ ମୁଁ ପ୍ରଦାନ କରିଥିବା ସୂଚନା ସତ୍ୟ ଅଟେ, ମୁଁ ଏହା ଉତ୍ତମ ବିବେକ ସହିତ ଆପଣାକୁ ଲେଖି ଜଣାଉଅଛି |
About The Author: Pooja
More posts by Pooja