ଦୟାକରି ଆପଣଙ୍କ ପିଲା ଭିଡିଓ / ଛବି ଅପଲୋଡ୍ କରନ୍ତୁ

Drag and Drop File Here or Browse
ଏହି ଭିଡିଓ ଏବଂ ମୋ ପିଲାଙ୍କ ବ୍ୟକ୍ତିଗତ ବିବରଣୀ ଯେପରିକି ନାମ, ବୟସ, ଲିଙ୍ଗ, ଠିକଣା ଆପଣ ଗୋପନୀୟ ରଖିବେ ବୋଲି ମୁଁ ବୁଝି ନିମ୍ନଲିଖିତ ଉଦ୍ଦେଶ୍ୟ ପାଇଁ ମୋର ସମ୍ମତି ପ୍ରଦାନ କରୁଅଛି ।

  • ଏହି ଭିଡିଓ ରୋଗ ନିରୂପଣ ପାଇଁ ବ୍ୟବହାର କରାଯିବ
  • ପ୍ରାରମ୍ଭିକ ରୋଗ ନିରୂପଣ କରି ବିକଳ୍ପ ସମାଧାନରେ ପହଞ୍ଚିବା ପାଇଁ ଏବଂ ଗବେଷଣା ପାଇଁ ଭିଡିଓ ସଂରକ୍ଷଣ, ରେଫର୍ ଏବଂ ବିଶ୍ଳେଷଣ ପାଇଁ ବ୍ୟବହାର କରାଯିବ
  • ଡାକ୍ତରୀ ରୋଗ ନିରୂପଣ ସୂଚନା ପ୍ରକାଶ ତଥା ରିପୋର୍ଟ ଉଦ୍ଦେଶ୍ୟରେ ଏହି ଭିଡିଓ ବ୍ୟବହାର କରାଯିବ