13. ତମ ଶିଶୁ ଅନୁକୂଳତମ ଥିଲା କି
15. ଅସୁରକ୍ଷିତ ମଧ୍ୟ ରୁ କିଛି
16. ମାଆର ଗର୍ଭାବସ୍ତା ସମୟରେ କିଛି ସଂକ୍ରମଣ/ ରୋଗ ହୋଇଥିଲା କି
17. ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ କାନ୍ଦିଲା କି
21. ପ୍ରସବ ପରେ ଶିଶୁକୁ NICU ରେ ରଖାଯାଇଥିଲା କି?
22. ଶିଶୁର ଟିକାକରଣ ହେଇଚି କି ?
1. ଅସ୍ୱଭାବିକ (ବଡ ବା ସାନ ) ମୁଣ୍ଡ
3.ଆଖିକୁ ବାର୍ ବାର୍ ଝାଙ୍କିବା ବା ସଙ୍କୋଚନ କରିବା
4. ଅସ୍ୱଭାବିକ କାନ/ଓଠ/ନାକ/ହାତ ଓ ଗୋଡ
10. ନିମ୍ନ ଓଜନ ବା ଅତ୍ୟଧିକ ଓଜନ
11. ପାଉଁଶିଆ, ସହଜରେ ହାଲିୟା ହେବା
16. ଦାନ୍ତରେ ଧଳା/ ମାଟିଆ ଦାଗ
17. ଦାନ୍ତ ମାଢି ରକ୍ତକୁ ଗିଳିବା
18. ଆଙ୍ଗୁଠି ସନ୍ଧିରେ ରାତ୍ରି ସମୟରେ କୁଣ୍ଡିଆ ଏବଂ ଅଣ୍ଡାକାର ଚିହ୍ନ
19. ଛୋଟ ସ୍ୱାସ ପ୍ରକ୍ରିଆ / ସୁସୁରି ଶବ୍ଦ
1. ତମ ଛୁଆ ଚେଇଁ ଥିଲାବେଳେ ଖୁସି ଥିବା ସମୟରେ ଉଭୟ ହାତ ଏବଂ ଗୋଡକୁ ସମାନ ଆଉ ମୁକ୍ତ ଭାବରେ ପରିଚାଳନା କରିପାରେ କି?
2.ତମ ଛୁଆ ତଳକୁ ମୁଣ୍ଡ କରି ଶୋଇବା ବେଳେ କ୍ଷଣସ୍ଥାୟୀ ଭାବେ ତାର ମୁଣ୍ଡକୁ ଉଠାଇପାରେ କି?
3.ତମ ଛୁଆ ତମ କଥା ବା କିଛି ଚମକାଇଲା ଭଳିଆ ଶବ୍ଦ ବା କିଛି ନୂଆ ଶବ୍ଦ ଶୁଣି ପୁର୍ବ ପ୍ରସ୍ତୁତି ନିରବ ବା ହସି କରି କରିଥାଏ କି?
4. ତମ ଛୁଆ କାନ୍ଦିବା ଛଡା ଆଉ କିଛି ଶବ୍ଦ ଗୁଣୁଗୁଣୁ କିମ୍ବା କହିପାରେ କି ଯେମିତିକି ଓ?
5. ତମ ଛୁଆ ଆଖିରେ ଆଖି ମିଶେଇପାରେ କି (ଯତ୍ନକାରିଙ୍କ ଆଖି ସହ ସେମାନଙ୍କ ଆଖିକୁ କେନ୍ଦ୍ରିତ କରିବା)?
6. ତମ ଛୁଆ ମେଳାପି ହସ ଦିଏ (ମାଆର ଅଭିବ୍ୟକ୍ତି ବା ହସ ପାଇଁ ହସ ପାରସ୍ପାରିକ ପ୍ରକାଶ ତମକୁ କରେ କି?
7. ତମ ଛୁଆ ଖୁଆଇବା ସମୟରେ ଠିକରେ ଶୋସି ଏବଂ ଢୋକିପାରେ କି କୌଣସି ଶ୍ୱାସରୋକ ବିନା?
ମୁଁ ଏହା ଦ୍ଵାରା ନିଶ୍ଚିତ କରେ ଯେ ମୋ ପିଲାଙ୍କ ଚିକିତ୍ସା ଅବସ୍ଥା ବିଷୟରେ ମୁଁ ପ୍ରଦାନ କରିଥିବା ସୂଚନା ସତ୍ୟ ଅଟେ, ମୁଁ ଏହା ଉତ୍ତମ ବିବେକ ସହିତ ଆପଣାକୁ ଲେଖି ଜଣାଉଅଛି |
About The Author: Pooja
More posts by Pooja